ପୋଖରୀକୁ ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ୨ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା : ଜୀବନ ନେଲା ବିଜୁଳି। କେନ୍ଦ୍ରାପଡ଼ା ଜିଲ୍ଲା ଆଏବା ବ୍ରହ୍ମପୁର ଗାଁରେ ଘଟିଛି ଏହି ଘଟଣା। ଗାଁର ୨ ଜଣ ବ୍ୟକ୍ତି ପୋଖରୀରେ ପଶି ମାଛ ଧରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି।

ପୋଖରୀ ଭିତରେ ପୂର୍ବରୁ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। କିନ୍ତୁ ସେମାନେ ଏ ସମ୍ପର୍କରେ ଜାଣିନପାରି ପୋଖରୀ ଭିତରକୁ ପଶିଥିଲେ। ଫଳରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।

ଦେଖନ୍ତୁ ଏହି ଭିଡ଼ିଓ-

You might also like