ଭୁବନେଶ୍ୱରରେ ପୁଣି ଗୁଳିମାଡ଼

ଟଙ୍କପାଣିରୋଡ଼ ବ୍ରିଜ୍ ନିକଟରେ ଫୁଟିଲା ଗୁଳି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି। ଟଙ୍କପାଣିରୋଡ଼ ବ୍ରିଜ୍ ନିକଟରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ଅାହତ ହୋଇଛନ୍ତି। କାରରେ ଅାସି ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଫୁଟାଇ ଛୁ ମାରିଥିଲା। ଗୁଳିମାଡ଼ରେ ଗୁରୁତର ଅାହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଗୁରୁତର ଅାହତ ଜଣକ ହେଲେ ସୁଶାନ୍ତ ଭୋଇ।

 

You might also like