ଟିଟୋ ଲିଙ୍କ୍ରେ ମାଛୁ ଗିରଫ
ଭୁବନେଶ୍ୱର : ଟିଟୋ ଲିଙ୍କ୍ରେ STF ଅାଉ ଜଣଙ୍କୁ ଗିରଫ କରିଛି। ତା ନାଁ ଶେଖ୍ ଅାସାଦୁଲ୍ କାଦିର ଓରଫ ମାଛୁ। ଗତକାଲି ରାତିରେ ମାଛକୁ ଏସ୍ଟିଏଫ୍ ଗିରଫ କରିଥିଲା।
ସେପଟେ ଟିଟୋକୁ ଅାଉ ଏକ ମାମଲାରେ ପକ୍ଷଭୁକ୍ତ ପାଇଁ କଟକ SDJM କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ୨୦୧୬ରେ ଚାଉଳିଅାଗଞ୍ଜ ବଟି, ଟେଣ୍ଡର ଫିକ୍ସିଂ ମାମଲାରେ ଟିଟୋକୁ ପକ୍ଷଭୁକ୍ତ କରାଯାଇଛି। ଏଥିପାଇଁ କମିଶନରେଟ୍ ପୁଲିସ କୋର୍ଟରେ ଅାବେଦନ କରିଥିଲା।