ଆଜି କେଉଁଠି ତାପମାତ୍ରା କେତେ ?

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ I ରାଜ୍ୟର ଆଠଟି ସହରରେ ପାରଦ 40 ଡିଗ୍ରୀ ଟପିଛି I ତାପମାତ୍ରା ସାମାନ୍ୟ କମିଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ତାପମାତ୍ରା 39 ଡିଗ୍ରୀ ପାଖାପାଖି ରହିଛି I ଅନୁଗୁଳରେ ସର୍ବାଧିକ ତାପମାତ୍ରା 41.9 ଡିଗ୍ରୀ ରେକର୍ଡ କରାଯାଇଛି I

ଆଜି କେଉଁଠି ତାପମାତ୍ରା କେତେ ?

ଅନୁଗୁଳ 41.9, ଟିଟିଲାଗଡ଼ 41,ବାରିପଦା 40.4,ଚାନ୍ଦବାଲି 40.2,ସମ୍ବଲପୁର 40.1,ବଲାଙ୍ଗୀର 40, ସୋନପୁର 40,ହୀରାକୁଦ 39.9,
ଭୁବନେଶ୍ୱର 39.6,ଭବାନୀପାଟଣା 39.5,ଝାରସୁଗୁଡା 39.4, କଟକ 39, ତାଳଚେର 39,କେନ୍ଦୁଝର 38.5, ମାଲକାନଗିରି 38.4, ଫୁଲବାଣୀ 37.6,ବାଲେଶ୍ୱର 37.2,ପୁରୀ 35.2, ଦାରିଂଗବାଡ଼ି 34.5,ପାରାଦୀପ 33.9,ଗୋପାଳପୁର 33.5,କୋରାପୁଟ 32.6 ଡିଗ୍ରୀ ସେଲସିଅସ I

You might also like