ବହୁ ଚର୍ଚ୍ଚିତ ସୁରତ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଗିରଫ

ଗାନ୍ଧିନଗର: ବହୁ ଚର୍ଚ୍ଚିତ ସୁରତ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତମାନେ ଶନିବାର ଗିରଫ ହୋଇଛନ୍ତି। ରାଜସ୍ଥାନ ଗାଙ୍ଗପୁରରୁ ମୁଖ୍ୟ ଅଭିଯୁକ୍ତ ହର୍ଷ ଗୁଜ୍ଜର ସମେତ ତିନି ଜଣକୁ ଗିରଫ କରିଛି ସୁରତ ପୋଲିସ। ମୁଖ୍ୟ ଅଭିଯୁକ୍ତ ହର୍ଷ ଗୁଜ୍ଜର ରାଜସ୍ଥାନ ଗାଙ୍ଗପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ଘଟଣାରେ କେବଳ ନାବାଳିକା ନୁହେଁ ତାଙ୍କ ମାଆଙ୍କୁ ମଧ୍ୟ ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ୱୀକାର କରିଛନ୍ତି।

ଖବର ଅନୁସାରେ ମାଆ ଝିଅଙ୍କୁ ଗୋତି ଶ୍ରମିକ ଭାବେ ୩୫ ହଜାର ଟଙ୍କାରେ କିଣିଥିଲା ମୁଖ୍ୟ ଅଭିଯୁକ୍ତ ହର୍ଷ ଗୁଜ୍ଜର। ପ୍ରଥମେ ମାଆକୁ ହତ୍ୟା କରି ମୃତଦେହକୁ ଫିଙ୍ଗି ଦେବା ପରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ନାବାଳିକା ଦେହରେ ଥିଲା ୮୬ଟି କ୍ଷତ ଚିହ୍ନ। ଝିଅର ମୃତଦେହ ଏପ୍ରିଲ ୬ ତାରିଖରେ ମିଳିଥିବା ବେଳେ ଏପ୍ରିଲ ୯ରେ ଅନ୍ୟ ଏକ ସ୍ଥାନରୁ ମାଆର ମୃତଦେହ ମିଳିଥିଲା। ପୋଲିସ ଉଭୟଙ୍କ ଡିଏନ୍ଏ ଟେଷ୍ଟ କରାଇଛି। ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଆହୁରି ପଢ଼ନ୍ତୁ

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

You might also like