ୟୁପି ଉପମୁଖ୍ୟମନ୍ତ୍ରୀଙ୍କ ରାମାୟଣ ଉପାଖ୍ୟାନ; କେମିତି ଜନ୍ମ ହୋଇଥିଲେ ସୀତା ?  

ଲକ୍ଷ୍ନୌ: ବିଜେପି ନେତାଙ୍କ ରାମାୟଣ ଉପାଖ୍ୟାନ। ମାତା ସୀତାଙ୍କୁ ନେଇ ସେ ଏମିତି ଏକ କଥା କହିଛନ୍ତି ଯାହା ଶୁଣିଲେ ଆପଣ ଚକିତ ହେବେ । ରାମାୟଣରେ ମାତା ସୀତାଙ୍କୁ ଅଯୋନିସମ୍ଭୁତା ବୋଲି କଥିତ ଅଛି । ତାଙ୍କୁ ଧରିତ୍ରୀ ମାତାଙ୍କ ସନ୍ତାନ ବୋଲି କୁହାଯାଇଛି । ରାଜର୍ଷି ଜନକ ତାଙ୍କୁ ମାଟିରୁ ଉଦ୍ଧାର କରିଥିଲ ବୋଲି କୁହାଯାଏ । କିନ୍ତୁ ସୀତା ଟେଷ୍ଟ ଟ୍ୟୁବ୍ ବେବି ଥିଲେ ବୋଲି କହିଛନ୍ତି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା।

ଦିନେଶ କହିଛନ୍ତି ଯେ, ପୌରାଣିକ କଥା ବସ୍ତୁ ଅନୁସାରେ ମାତା ସୀତା ମାଟି ଘରାରୁ ମିଳିଥିଲେ। ସେହି ସମୟରେ ଟେଷ୍ଟ ଟ୍ୟୁବ୍ ବେବି ଜନ୍ମ ଭଳି କିଛି ନା କିଛ ବ୍ୟବସ୍ଥା ରହିଥିଲା ଯାହା ଆଜି ବି ଚାଲିଛି । ଆଉ  ସୀତାଙ୍କ ଜନ୍ମ ସେହିଭଳି କୌଣସି ବ୍ୟବସ୍ଥାରେ ହୋଇଛି ବୋଲି ଦିନେଶ କହିଛନ୍ତି ।sita-mata-

ଏହାସହ ମହାଭାରତ ଯୁଦ୍ଧ ସମୟରେ ସିଧାପ୍ରସାରଣର ଜ୍ଞାନ କୌଶଳର ସୁବିଧା ଭାରତ ପାଖରେ ଥିଲା ବୋଲି ସେ କହିଛନ୍ତି। ଦିନେଶଙ୍କ ଏହି ବୟାନ ତାଙ୍କୁ ଚର୍ଚ୍ଚା ପରିସରକୁ ଆଣିଛି।  ଦୀନେଶଙ୍କ ଏହି ଭିଡିଓ ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଆହୁରି ପଢ଼ନ୍ତୁ

ଜାତିସଂଘରେ ପାକିସ୍ତାନ ଉପରେ ବର୍ଷିଲା ଭାରତ: କହିଲା- ‘ନିର୍ଲଜ ଦେଶ ହିଁ ଏଭଳି ମତ ରଖିପାରେ’

ଭାରତର ବନ୍ଧୁ ବୋଲି ପୁଣି ଥରେ ପ୍ରମାଣିତ କଲା ମାଲଦୀପ

NCB ଅଫିସ୍‌ରେ ହାଜର ହେଲେ ଶ୍ରଦ୍ଧା, ସାରା

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ସୁଶାନ୍ତ ସିଂ ମୃତ୍ୟୁ ମାମଲା; ’ମୁଖ୍ୟ ଅଭିଯୁକ୍ତଙ୍କୁ ଛାଡ଼ି ତଦନ୍ତ ଡ୍ରଗ୍ସ ଆଡ଼କୁ ମୁହାଁଉଛି କାହିଁକି ?’

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

You might also like