ବକେୟା ଦରମା ଦାବିରେ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ବିକ୍ଷୋଭ

ରାଉରକେଲା : ବକେୟା ଦରମା ଦାବିରେ ରାଉରକେଲାରେ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ବିକ୍ଷୋଭ। ଇସ୍ପାତ କାରଖାନାର ସହର ପ୍ରଶାସନ ଅଫିସକୁ ଧସେଇ ପଶିଲେ ସିକ୍ୟୁରିଟି ଗାର୍ଡ। ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଅଧିନରେ ଟପ୍ ଗାଡିଙ୍ଗ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରାୟ ୨ ଶହ ସିକ୍ୟୁରିଟି ଗାର୍ଡ କାମ କରନ୍ତି। ଏମାନେ ମୁଖ୍ୟତଃ ଆଇଜି ପାର୍କ, ଇସ୍ପାତ ଜେନେରାଲ ହସ୍ପିଟାଲ ଆଦି ସ୍ଥାନମାନଙ୍କରେ ଡ୍ୟୁଟି କରିଥାନ୍ତି।

ତେବେ ଗତ ଜାନୁୟାରୀ ମାସରୁ ଦରମା ମିଳି ନ ଥିବା ଅଭିଯୋଗ କରି, ଗାର୍ଡମାନେ ଆଜି ଆରଏସପିର ସହର ପ୍ରଶାସନ ବିଭାଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଘରୋଇ କମ୍ପାନୀ କର୍ତ୍ତୃପକ୍ଷ ଓ ଆରଏସପି କର୍ତ୍ତୃପକ୍ଷ ଗାର୍ଡମାନଙ୍କୁ ବୁଝାସୁଝା କରିଥିଲେ।  ଆଜି ସଂନ୍ଧ୍ୟା ୫ ଟା ସୁଦ୍ଧା ଦରମା ବାବଦକୁ ଫାଇନାଲ ନିଷ୍ପତ୍ତି ନିଆଯିବା ବୋଲି RSP କର୍ତ୍ତୃପକ୍ଷ କହିଛନ୍ତି।

ଦେଖନ୍ତୁ ଏହି ଭିଡ଼ିଓ-

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like