ସାରୁଅଠାରୁ ବେଗୁନିଆ ଯାଏଁ ୧୪୪ ଧାରା ଜାରି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସାରୁଅଠାରୁ ବେଗୁନିଆ ଯାଏଁ ପ୍ରଶାସନ ୧୪୪ ଧାରା ଜାରି କରିଛି। ବିଜୁ ଛାତ୍ର ଯୁବ ସମାବେଶ ଉପରେ ରୋକ୍ ଲଗାଇ ଏହି ୧୪୪ ଜାରି କରାଯାଇଛି।

ବିଜେଡିର ସମାବେଶ ସହ ଅସନ୍ତୁଷ୍ଟ ଗୋଷ୍ଠୀଙ୍କର ଆଉ ଏକ ସମାନ୍ତରାଳ ରାଲି ବାହାରିବାର ଥିଲା। ତେବେ ଅଘଟଣ ହେବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ୧୪୪ ଧାରା ଯୋଗୁ ଉଭୟ ଗୋଷ୍ଠୀର ରାଲି ବନ୍ଦ ରହିଛି।

You might also like