ମାଟି ତଳୁ ବାହାରିଲା ମନ୍ଦିର ଭଗ୍ନାବଶେଷ ଓ ମୂର୍ତ୍ତି, ଦେଖନ୍ତୁ ଭିଡ଼ିଓ

ସାଲେପୁର: ପୋଖରୀ ଖନନ ବେଳେ ମାଟି ତଳୁ ବାହାରିଲା ମୂର୍ତ୍ତି ଓ ମନ୍ଦିର ଭଗ୍ନାବଶେଷ। କଟକ ଜିଲ୍ଲା ସାଲେପୁର ଲୁଣାହାର ବଡ଼ ପୋଖରୀ ଖୋଳିବା ବେଳେ ମାଟି ତଳୁ ଅନେକ ଦୁର୍ଲଭ ମୂର୍ତ୍ତି ଏବଂ ମନ୍ଦିରର ଭଗ୍ନାବଶେଷ ମିଳିଛି।

ଏହା ପରେ ପୋଖରୀ ଖୋଳାକୁ ଅଧାରୁ ବନ୍ଦ କରାଯାଇଛି। ଏହି ଭଗ୍ନାବଶେଷ ବହୁ ପୁରାତନ ବୋଲି ଐତିହାସିକମାନେ କହିଛନ୍ତି। ମୂର୍ତ୍ତି ଅଷ୍ଟମ, ନବମ ଶତାବ୍ଦୀର ହୋଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ, ପୋଖରୀ ଖୋଳିବା ବେଳେ ଜେସିବିର ବକେଟ ଏକ କଠିନ ଅଂଶ ସହିତ ବାଜିଥିଲା। ସତର୍କ ହୋଇ ଖୋଳିବାରୁ ବାହାରିଥିଲା ମୂର୍ତ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ  ଆଗକୁ ଖନନ କାର୍ଯ୍ୟ ସରକାର ନିଜ ହାତକୁ ନିଅନ୍ତୁ ବୋଲି ଐତିହାସିକମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like