ନର୍ସିଂହୋମ୍‌ରେ ନିଅାଁ ଲାଗି ଶିଶୁ ଗୁରୁତର ଘଟଣା : ୪ଦିନର ସଂଗ୍ରାମ ପରେ ଅାଖି ବୁଜିଲା ୬ଦିନର ଶିଶୁ

ରାଉରକେଲା : ୪ଦିନର ସଂଗ୍ରାମ ପରେ ଶେଷରେ ଅାଖି ବୁଜିଲା ୬ଦିନର ଶିଶୁ   । ରାଉରକେଲା ନର୍ସିଂହୋମ୍‌ରେ ନିଅାଁ ଲାଗି ଶିଶୁ ଗୁରୁତର ଘଟଣାରେ ଶେଷରେ ଅାଖି ବୁଜିଛି ।

୬ଦିନର ଶିଶୁ  ଚିକିତ୍ସିତ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶିଶୁପୁତ୍ରର ମୃତ୍ୟୁ ହୋଇଛି  । ମୃତ ଶିଶୁପୁତ୍ର ଦେଓଗାଁ ଅଞ୍ଚଳର  । ମୃତ୍ୟୁ ପରେଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଗଣ୍ଡଗୋଳ ଅାଶଙ୍କାରେ ନର୍ସିଂହୋମ ଅାଗରେ ପୋଲିସ୍ ମୁତୟନ କରାଯାଇଛି  । ଶନିବାର ନର୍ସିଂହୋସ୍‌ରେ ନିଅାଁ ଲାଗି ୬ ଦିନର ଶିଶୁ ଗୁରୁତର ହୋଇଥିଲା  ପ୍ରଥମେ ଶିଶୁଟିକୁ ଅାଇଜିଏଚ୍  ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

You might also like