କନ୍ଧମାର୍ଦ୍ଦନ ଜଙ୍ଗଲରେ ରକେଟ୍ ବୋମା ଠାବ
କେନ୍ଦୁଝର : କେନ୍ଦୁଝର କନ୍ଧମାର୍ଦ୍ଦନ ଜଙ୍ଗଲରେ ରକେଟ୍ ବୋମା ଠାବ। ସଦର ଥାନା ଶୁଅାକାଠିସ୍ଥିତ ଗୋପାଳ ସାହି ନିକଟ ଜଙ୍ଗଲରେ ଏହି ରକେଟ୍ ବୋମା ଠାବ ହୋଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ।
ଆହୁରି ପଢ଼ନ୍ତୁ
ନକ୍ସଲମାନେ ଏହି ବୋମା ନେଇ ଯାଉଥିବା ବେଳେ ପଡ଼ି ଯାଇଥିବା ସନ୍ଦେହ କରାଯାଉଛି।