ଜଙ୍କିଆ ପୋଲିସର ଏନକାଉଣ୍ଟର

ଖୋର୍ଦ୍ଧା : ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସିଲୁ ଛୋଟରାୟ ଆହତ ହୋଇଛି। ଖୋର୍ଦ୍ଧାର ଜଙ୍କିଆ ଥାନା ଛଣଗିରି ଜଙ୍ଗଲରେ ଅପରାଧୀ ସିଲୁ ଲୁଚିଥିବା ଖବର ପାଇଁ ଜଙ୍କିଆ ପୋଲିସ ଏନକାଉଣ୍ଟର କରିଥିଲା।

ଏଥିରେ ସିଲୁର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସିଲୁ ନୟାଗଡର ସାରଙ୍ଗଧରପୁର ଗ୍ରାମ୍ୟବ୍ୟାଙ୍କ ଡକାୟତିରେ ସଂପୃକ୍ତ ଥିବା ଜଣାପଡିଛି।

 

You might also like
Comments
Loading...