ଭାଇରାଲ ହେଲା ରଣବୀରଙ୍କ ଅଜବ ଇମେଜ୍‌

ମୁମ୍ବାଇ: ବଲିଉଡରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ପିଲାବେଳୁ ତାଙ୍କ ନଖରାମି ଦେଖାଇଥିଲେ । ସେମାନଙ୍କ  ମଧ୍ୟରୁ ଜଣେ ହେଉଛନ୍ତି ବଲିଉଡର ଅାଗଧାଡିର ନାୟକ ରଣବୀର ସିଂ । ଏହି ଫଟୋରୁ ଯାହା ଜଣାପଡୁଛି ରଣବୀର ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ପୂର୍ବରୁ ଭଲ ନଖରାମି ଦେଖାଉଥିଲେ। ତାଙ୍କ ପାଇଁ ସବୁ ଅଡ୍ ବା ଅଜବ ଲୁକ୍ ବି ଗୋଟେ ଗୋଟେ ଷ୍ଟାଇଲ । ଦେଖନ୍ତୁ ରଣବୀରଙ୍କ ଏହି  ଅଜବ ଚାହାଣି ସବୁକୁ ।

ରଣବୀର ସବୁବେଳେ କିଛି ନୂଅା ଷ୍ଟାଇଲ ଦେଖାଇବାରେ ମାହିର। ଏମିତି କି ବିଭିନ୍ନ ବିଜ୍ଞାପନ କଲାବେଳେ ମଧ୍ୟ ରଙ୍ଗ ବେରଙ୍ଗ କପଡ଼ା ପିନ୍ଧିବା ଓ ଡିଫରେଣ୍ଟ ଲୁକ୍ ଦେଇ ଚର୍ଚ୍ଚାରେ ରୁହନ୍ତି ।Ranveer singh

ରଣବୀର ତାଙ୍କ  ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଫଟୋକୁ  ଅପ୍‌ଲୋଡ୍‌ କରିଛନ୍ତି ।  ରଣବୀରଙ୍କ ଏହି ଫଟୋକୁ ୩ ଲକ୍ଷରୁ ଅଧିକ ଲାଇକ ମିଳିସାରିଛି।

You might also like
Comments
Loading...