ଆଜି ରଜ ସଂକ୍ରାନ୍ତି; ସବୁଠି ପିଠା ପଣାର ମହକ

ଭୁବନେଶ୍ୱର: ଆଜି ରଜ ଉତ୍ସବର ଦ୍ୱିତୀୟ ଦିନ ଅର୍ଥାତ୍ ରଜ ସଂକ୍ରାନ୍ତି।  ଏଥିପାଇଁ ଉତ୍ସବ ମୁଖର ଗାଁଠୁ ସହର। ବିଶେଷ କରି ଝିଅମାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ।

ଗାଁଠୁ ସହର, ସବୁଠି ପିଠା ପଣାର ମହକ। ଆଉ ତା’ ସାଙ୍ଗକୁ ଜମୁଛି ଖେଳକୁଦର ଆସର। ବିଭିନ୍ନ ସ୍ଥାନରେ ଦୋଳି ଖେଳ, ପୁଚି ଖେଳ ସାଙ୍ଗକୁ ପିଠା, ମିଠା ଓ ରଜ ପାନର ମହକ।

ଭୁବନେଶ୍ୱର ଉପକଣ୍ଠ ପାତ୍ରପଡା ଓ କଲ୍ୟାଣପୁରରେ ବେଶ୍ ଆଡମ୍ବର ସହକାରେ ରଜ ଉତ୍ସବ ପାଳନ କରାଯାଉଛି। ପାତ୍ରପଡାରେ ୧୫୦ରୁ ଅଧିକ ଦୋଳି ବନ୍ଧା ଯାଇଥିବା ବେଳେ କଲ୍ୟାଣପୁରରେ ପ୍ରାୟ ୨୦୦ଟି ଦୋଳି ବନ୍ଧାଯାଇଛି। ଏଥିସହ ପୁଚି ଖେଳର ମଧ୍ୟ ଆୟୋଜନ କରାଯାଇଛି।

ଆହୁରି ପଢ଼ନ୍ତୁ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

OLA ଡ୍ରାଇଭରଙ୍କ ହାତଗୋଡ଼ ବାନ୍ଧି କାର୍‌ ଡିକିରେ ଭର୍ତ୍ତି କରି ନେଉଥିଲେ; ଅଧା ବାଟରେ ଘଟିଲା ଏମିତି ଘଟଣା

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୫୨ କରୋନା ଆକ୍ରାନ୍ତ

ରାଜ୍ୟରେ ବଢ଼ିଲା ବିଦ୍ୟୁତ୍ ଦର

ବରିଷ୍ଠ IPS ସ୍ତରରେ ଅଦଳବଦଳ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

You might also like