ସ୍ମାର୍ଟ ୱାର୍କ ଓ କ୍ୱାଲିଟି ଷ୍ଟ୍ରାଟେଜିରେ ହିଁ ସଫଳତା ହାସଲ କରାଯାଇ ପାରିବ : ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଟପ୍ପର

ଭୁବନେଶ୍ୱର : ସ୍ମାର୍ଟ ୱାର୍କ ଓ କ୍ୱାଲିଟି ଷ୍ଟ୍ରାଟେଜି ଦ୍ୱାରା ହିଁ ସଫଳତା ହାସଲ କରାଯାଇ ପାରିବ। ଏହି ମନ୍ତ୍ର ଦେଇଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଚିନ୍ମୟୀ ଚେତନା ଦାସ।

ଇଞ୍ଜିନିୟରିଂ ଗ୍ରାଜୁଏଟ ଚିନ୍ମୟୀ ନିଜର ପ୍ରଥମ ଚେଷ୍ଟାରେ ହିଁ ଏହି ସଫଳତା ହାସଲ କରିଛନ୍ତି। ସଫଳତା ପାଇଁ ସେ ନିଜ ବାପା-ମାଙ୍କୁ ଶ୍ରେୟ ଦେଇଥିବା ବେଳେ ଭବିଷ୍ୟତରେ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବା ତାଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ଚିନ୍ମୟୀ।

ଦେଖନ୍ତୁ ଏହି ଭିଡ଼ିଓ-

You might also like