ଧର୍ମେନ୍ଦ୍ର ମହାନଦୀ, ଆମେ ଛୋଟିଆ ଖରସ୍ରୋତା: ମହାରଥୀ

ଭୁବନେଶ୍ୱର: କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ତାତ୍ସଲ୍ୟ କରିଛନ୍ତି ପ୍ରଦୀପ ମହାରଥୀ। ଧର୍ମେନ୍ଦ୍ର ବିରାଟ ନଦୀ ମହାନଦୀ, ଆମେ ଛୋଟିଆ ଖରସ୍ରୋତା ବୋଲି ମହାରଥୀ କହିଛନ୍ତି। ଏହାସହ ସେ ଆହୁରି କହିଛନ୍ତି, ମହାନଦୀ ପଛେ ଛତିଶଗଡ଼ ପାଇଁ ଶୁଖିଯିବ, ଖରସ୍ରୋତାର ପାଣି ସବୁବେଳେ ଖର ଖର ହେଉଥିବ।

ଗ୍ରାମୀଣ ଦକ୍ଷତା ବିକାଶରେ ଓଡ଼ିଶା ପ୍ରଥମ ପୁରସ୍କାର ପାଇବା ଏବଂ ଏହି ପ୍ରସଙ୍ଗରେ ପ୍ରେସ୍‌ମିଟ୍‌ ବେଳେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ରଙ୍କୁ ଏଇଭଳି ଢଙ୍ଗରେ କଟାକ୍ଷ କରିଛନ୍ତି ମହାରଥୀ।

କିଛିଦିନ ପୂର୍ବରୁ ବିଜେପୁର ନିର୍ବାଚନ ପରେ ଧର୍ମେନ୍ଦ୍ର ଭାଇଙ୍କୁ ଦେଖୁ ନାହିଁ ବୋଲି କହିଥିଲେ ମହାରଥୀ।

ମହାରଥୀଙ୍କ ଏଭଳି କଟାକ୍ଷର ଜବାବ ଦେଇଛନ୍ତି ବିଜେପି ମୁଖପାତ୍ର ସଜ୍ଜନ ଶର୍ମା। ସେ କହିଛନ୍ତି, “ମହାରଥୀ  ଜଣେ ନାଟୁଆ। ସେ କେତେବେଳେ କ’ଣ କହନ୍ତି ନିଜେ ଜାଣନ୍ତିନାହିଁ।”

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like