ଆଳୁ ଗୋଦାମରେ ଚଢ଼ାଉ

ବ୍ରହ୍ମପୁର : ବ୍ରହ୍ମପୁରରେ ଆଳୁ ଗୋଦାମରେ ଚଢ଼ାଉ। ସହରର ବିଭିନ୍ନ ବ୍ୟବସାୟୀ ବେଆଇନ ଭାବେ ଆଳୁ ଷ୍ଟକ୍ ରଖିଥିବା ସୂଚନା ପାଇଁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପକ୍ଷରୁ ଏହି ରେଡ୍ କରାଯାଇଛି।

ବ୍ରହ୍ମପୁର ବଡ଼ ବଜାରସ୍ଥିତ ଦେଶୀ ବେହେରା ସାହି ଓ ହୋଲସେଲ୍ ମାର୍କେଟରେ ଏହି ଚଢ଼ାଉ କରାଯାଉଛି। ଉପିଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଉପସ୍ଥିତିରେ ଏହି ରେଡ୍ ଚାଲୁ ରହିଛି।

You might also like