ପୁଲିସ୍‌ କବ୍‌ଜାରେ ହାଇପ୍ରୋଫାଇଲ୍‌ ଲୁଟେରା

ଭୁବନେଶ୍ୱର: କମିଶନରେଟ ପୁଲିସ୍‌କୁ ଏକ ବଡ଼ ସଫଳତା। ଚନ୍ଦ୍ରଶେଖରପୁର ପୁଲିସ ହାତରେ ଧରା ପଡ଼ିଛି ଏକ ବଡ଼ଧରଣର ଲୁଟେରା। ଲୁଟେରା ଜଣକ ହେଲେ ଖୋର୍ଦ୍ଧା ଟାଉନଥାନା ଅଞ୍ଚଳରେ ଥିବା ଅଟ୍ରିର ସଞ୍ଜୟ କୁମାର ନିଶାଙ୍କ।

ସଞ୍ଜୟଙ୍କ ପାଖରୁ ବହୁ ପରିମାଣର ଲୁଟ୍ ସାମଗ୍ରୀ ଜବତ ହୋଇଛି। ୭୭୮ ଗ୍ରାମ ଓଜନର ସୁନା ଅଳଙ୍କାର, ୭୯୬ ଗ୍ରାମ ରୁପା ଅଳଙ୍କାର, ୨୬ଟି ଲାପ୍‌ଟପ୍‌, ୪୩ଟି ମୋବାଇଲ, ୨୭ଟି ହାତଘଣ୍ଟା, ୩ଟି ଟାବଲେଟ୍, ୨ଟି ଏଲ୍ଇଡି ଟିଭି, ୩ ଡିଜିଟାଲ କ୍ୟାମେରା ସହ କମ୍ପ୍ୟୁଟର ହାର୍ଡ ଡିସ୍କ, କାଲ୍‌କୁଲେଟର୍‌, ଗିଟାର, ମ୍ୟୁଜିକ୍‌ ସିଷ୍ଟମ ଏବଂ ଗୋଟିଏ ଗ୍ରାଇଣ୍ଡର ସେଟ୍ ସହ ଆହୁରି ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି।

ଏଥିସହ ଗୋଟିଏ ବାଇକ, ଏବଂ କିଛି ହତିଆର ପୁଲିସ୍‌ ଜବତ କରିଛି। ପୁଲିସ୍‌ ସଞ୍ଜୟଙ୍କ ଠାରୁ ପାସପୋର୍ଟ, ଆଧାର କାର୍ଡ, ଡେବିଟ୍ କାର୍ଡ ଏବଂ କ୍ରେଡିଟ୍‌ କାର୍ଡ ମଧ୍ୟ ଜବତ କରିଛି।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଆସିପାରିଲାନି ଆମ୍ବୁଲାନ୍ସ, ଅଧା ବାଟରେ ପ୍ରସବ କଲେ ମହିଳା

ବରମୁଣ୍ଡା ବସ୍ ଷ୍ଟାଣ୍ଡ ହେବ ISBT

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

You might also like