ପ୍ରାଣାୟାମ ଶିଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦେଖନ୍ତୁ ୩ ମିନିଟର ଏହି ଭିଡିଓ

ନୂଅାଦିଲ୍ଲୀ: ଜୁନ୨୧ ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ପ୍ରାଣାୟାମ କରୁଥିବାର ଏକ ଥ୍ରୀ ଡି ଅାନିମେଟେଡ୍ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଯେ ନାଡି ସୋଧନ ପ୍ରାଣାୟାମର ଏକ ଭିଡିଓ ସେଅାର କରୁଛି । ଏହାକୁ ପ୍ରତିଦିନ ଅଭ୍ୟାସ କରିବା ଦ୍ୱlରା ଜୀବନରେ ଅନେକ ଫାଇଦା ହେବ ।

୩ ମିନିଟର ଏହି ଭିଡିଓରେ ମୋଦି ପ୍ରାଣାୟମ କରିବାର ଶୈଳୀ ଶିଖାଇବା ସହ ଏହାର ସୁଫଳ ବିଷୟରେ କହିଛନ୍ତି। ଅନୁଲୋମ-ବିଲୋମ ପ୍ରାଣାୟମ ଅଭ୍ୟାସ ଦ୍ୱାରା ଶରୀରର ଶୁଦ୍ଧିକରଣ ହେବା ସହ କଫ ରୋଗ ଓ ହୃଦୟ ଜନିତ ରୋଗ ପାଇଁ ଲାଭଦାୟକ ହେବ ବୋଲି ମୋଦି କହିଛନ୍ତି।

ଅାଗରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ 3Dରେ ପବନମୁକ୍ତାସନ, ଶଲଭାସନ, ଅର୍ଦ୍ଧ ଚକ୍ରାସନ, ବଜ୍ରାସନ, ବୃକ୍ଷାସନ ଓ ଭୁଜଂଗାସନ ଇତ୍ୟାଦି କରିବା ସହ ଏହାର ସୁଫଳ ବିଷୟରେ କହିଥିଲେ।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like