ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ପରେ ପ୍ଲସ୍ ଟୁ ପରୀକ୍ଷାକୁ ନେଇ ଆଗୁଆ ପଦେକ୍ଷପ

ଭୁବନେଶ୍ୱର: ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ପରେ ବର୍ତ୍ତମାନ ପ୍ଲସ୍ ଟୁ ପରୀକ୍ଷାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ପରୀକ୍ଷାକୁ ଅବାଧ ଓ ସ୍ବଚ୍ଛ କରିବାକୁ CHSE ଆଗୁଆ ପଦକ୍ଷେପ ଗ୍ରହଣ କରିଛି।

ସବୁ +୨ ପରୀକ୍ଷା କେନ୍ଦ୍ରର ସୁପରିଣ୍ଟଣ୍ଡେଣ୍ଟଙ୍କୁ ଅଧ୍ୟକ୍ଷଙ୍କ ଚିଠି। ହଲକୁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ନେବାକୁ ପରୀକ୍ଷାର୍ଥୀ, ନିରୀକ୍ଷକ ଓ ଅନ୍ୟ ଷ୍ଟାଫଙ୍କୁ ବାରଣ କରଯାଇଛି।

ଷ୍ଟାଫଙ୍କ ମୋବାଇଲକୁ ଗୋଟିଏ ରୁମରେ ଗଚ୍ଛିତ ରଖାଯିବ। ତେବେ ପରୀକ୍ଷା କେନ୍ଦ୍ରର ଅଧିକ୍ଷକଙ୍କୁ କେବଳ ମୋବାଇଲ ବ୍ୟବହାର ଅନୁମତି ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

ଖରସ୍ରୋତା ନଦୀ ପଠାରେ କୁମ୍ଭୀର, ଲୋକେ ଭୟଭୀତ

କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମିଳିବ ଅବଢ଼ା

You might also like