ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ : ଚିଲିକା ଯାଇ ପାରୁନାହାଁନ୍ତି ପର୍ଯ୍ୟଟକ

ପୁରୀ : ବ୍ରହ୍ମଗିରି ସିପକୁଦା-ବାଘମୁଣ୍ଡା ମଧ୍ୟରେ ବୋମାମାଡ ଓ ଗୁଳିମାଡ଼ ଘଟଣା।ଏହାର ସମାଧାନ ଦାବିରେ ଆଜି ୩୫ଟି ମୌଜାର ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ପୁରୀ- ସାତପଡା ଖଣ୍ଡୁଆଳ ଛକରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ କେବଳ ପର୍ଯ୍ୟଟନ ଗାଡିକୁ ଅଟକାଉଛନ୍ତି।

ସେପଟେ ରାସ୍ତା ଅବରୋଧ ଯୋଗୁଁ ଚିଲିକାକୁ ପର୍ଯ୍ୟଟକ ଯାଇନପାରି ଫେରିଯାଉଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି।

ଦେଖନ୍ତୁ ଏହି ଭିଡ଼ିଓ-