ଓଟିଭିରେ ଖବର ପ୍ରସାରଣ ପରେ ମୃତଦେହ ସତ୍କାର କଲା ସ୍ୱେଚ୍ଛାସେବୀ ସଂସ୍ଥା

ବଲାଙ୍ଗିର  : ବଲାଙ୍ଗିର ଖୁଜେନପାଲି ରାସ୍ତା କଡ଼ରେ ମୃତଦେହ ଡମ୍ପିଂ ସମ୍ପର୍କରେ ଓଟିଭିର ଖବର ପ୍ରସାରଣ ପରେ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ମୃତଦେହ ଗୁଡ଼ିକୁ ସତ୍କାର କରାଯାଇଛି। ସ୍ୱେଚ୍ଛାସେବୀ ସଂଗଠନ ‘ବିଙ୍ଗ୍ ହ୍ୟୁମାନ’ ସଂଗଠନ ପକ୍ଷରୁ ଗତରାତିରେ ମୃତଦେହ ଓ ଦେହାବଶେଷ ଗୁଡ଼ିକୁ ଗାତ ଖୋଳି ପୋତା ଯାଇଛି।

ଖୁଜେନପାଲି ସରପଞ୍ଚ ଓ ଗାଁଲୋକେ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ।  ଦୁର୍ଘଟଣାରେ ମୃତ ଶରୀର ଚିହ୍ନଟ ହୋଇ ନପାରିଲେ ବ୍ୟବଚ୍ଛେଦ ପରେ ବଲାଙ୍ଗିର ରେଲୱେ ପୋଲିସ ଏଠାରେ ମୃତଦେହ ଗୁଡ଼ିକୁ ନପୋତି ଏମିତି ଅମାନବୀୟ ଭାବେ ଫିଙ୍ଗି ଦେଉଥିବା ଅଭିଯୋଗ ହେଉଛି।

ଗତକାଲି ଏନେଇ ଓଟିଭିରେ ଏକ୍ସକ୍ଲୁସିଭ ରିପୋର୍ଟ ‘ଶବ କହୁଛି ସମ୍ମାନ ଦିଅ’ ପ୍ରସାରଣ ହୋଇଥିଲା।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

You might also like