ଭିଜିଲାନ୍ସ କୋର୍ଟରେ ଅାତ୍ମସମର୍ପଣ କଲେ ଅାଶିଷ ନାୟକ

ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ମାମଲା

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ORHDC ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟରେ ଅାତ୍ମସମର୍ପଣ କଲେ ଅାଶିଷ ନାୟକ। ଅାତ୍ମସମର୍ପଣ ପରେ ଅାଶିଷଙ୍କୁ ଗିରଫ କଲା ପୁଲିସ୍‌। ପୂର୍ବରୁ ଅାଶିଷଙ୍କ ସହ ୫ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସେପଟେ ORHDCର ଅନ୍ୟ ଏକ ମାମଲାରେ ଅାଜି କୋର୍ଟରେ ହାଜର ହୋଇଛନ୍ତି ଅାଇଏଏସ୍ ବିନୋଦ କୁମାର। ବିନୋଦଙ୍କ ନାଁରେ ପୂର୍ବରୁ କୋର୍ଟ ଜାମିନ ବିହୀନ ଗିରଫ ପରଓ୍ୱାନା ମଧ୍ୟ ଜାରି କରିଥିଲେ।

You might also like