ଅଭିନେତା ଅନୁଭବ ମହାନ୍ତି ଆହତ

ଭୁବନେଶ୍ୱର : ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଆହତ। ଏକ ଫିଲ୍ମ ସୁଟିଂ ବେଳେ ସେ ଆହତ ହୋଇଛନ୍ତି।ମିଳିଥିବା ସୂଚନା ଅନୁସାରେ, ତରଙ୍ଗ ସିନେ ପ୍ରଡ଼କ୍ସନର ଏକ ନିର୍ମାଣାଧୀନ ଫିଲ୍ମର ଫାଇଟିଂ ସିନ୍‌ ସୁଟିଂ ବେଳେ ଅନୁଭବଙ୍କ ପାଦରେ ଆଘାତ ଲାଗିଛି। ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନୁଭବ ସୁସ୍ଥ ଥିବା ନେଇ ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି।

ଦେଖନ୍ତୁ ଏହି ଭିଡ଼ିଓ-

You might also like