ତେଲ ଗୋଦାମରେ ଚଢ଼ାଉ
କଟକ : କଟକ ଖାନ୍ନଗର ନୂଆସାହିରେ ଏକ ତେଲ ଗୋଦାମରେ ଚଢ଼ାଉ ହୋଇଛି। ତେଲ ଅପମିଶ୍ରଣ ହେଉଥିବା ଖବର ପାଇ ଚଢ଼ାଉ କରିଛି ପୋଲିସ। ଚଢାଉ ବେଳେ ୩୦୦ରୁ ଅଧିକ ଅପମିଶ୍ରିତ ତେଲ ଟିଣ ଜବତ ହୋଇଛି।
ଆହୁରି ପଢ଼ନ୍ତୁ
ଏଥିସହ ବିଭିନ୍ନ ବ୍ରାଣ୍ଡର ଜରି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ ହୋଇଛି। ପୋଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।