ସ୍କୁଲରେ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ମନରେ ବିଜ୍ଞାନ ମନବୃତ୍ତି ବଢାଇବା ପାଇଁ ଆରମ୍ଭ ହେବ ରୋବଟିକ୍ସ ପାଠ୍ୟକ୍ରମ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର। ବେଙ୍ଗାଲୁରୁର ଏକ ସଂସ୍ଥା ସହ ଆଲୋଚନା ହୋଇଛି।

ପାଇଲଟ୍ ବେସିସରେ ପ୍ରଥମ ୧୦ଟି ମଡେଲ ସ୍କୁଲରେ ଏହା ଆରମ୍ଭ ହେବ। ସମ୍ପୃକ୍ତ ସ୍କୁଲଗୁଡିକରେ ଡ୍ରୋନ, ରୋବର୍ଟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦି ସମ୍ପର୍କରେ ପ୍ରାକ୍ଟିକାଲ ଜ୍ଞାନ ଛାତ୍ରଛାତ୍ରୀଙ୍କୁ ଦିଆଯିବ।

You might also like