ଠିକା ଶିକ୍ଷା ସହାୟକ ମାନଙ୍କୁ ନିୟମିତ କରିବା ପାଇଁ ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ଦାବି

ଭୁବନେଶ୍ୱର: ୬ ବର୍ଷ ପୁରଣ କରିଥିବା ସମସ୍ତ ଠିକା ଶିକ୍ଷା ସହାୟକ ମାନଙ୍କୁ ନିୟମିତ କରିବା ପାଇଁ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି।  ଶିକ୍ଷା ସହାୟକ ଭାବେ ୩ ବର୍ଷ କାର୍ଯ୍ୟ କଲେ କନିଷ୍ଠଶିକ୍ଷକ ଓ କନିଷ୍ଠଶିକ୍ଷକ ଭାବେ  ୩ ବର୍ଷ କାମ କଲେ ନିୟମିତ ଶିକ୍ଷକ ହେବ ବୋଲି ନିୟମ ଥିଲେ ମଧ୍ୟ ସରକାର ଏହି ନିୟମ କୁ ପାଳନ କରୁନାହାନ୍ତି।

ଏହା ସହିତ ୬ ବର୍ଷ ଠିକା ଭାବେ କାର୍ଯ୍ୟ କରିଥିବା ସମସ୍ତ ଶିକ୍ଷା ସହାୟକ ମାନଙ୍କୁ ନିୟମିତ କରାଯିବ ବୋଲି ସରକାର ପ୍ରତିଶୃତି ଦେଇଥିବାବେଳେ ଏ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନାହିଁ।

ଯଦି ଆସନ୍ତା ୨୧ ତାରିଖ ସୁଦ୍ଧା ସରକାର ଶିକ୍ଷା ସହାୟକ ମାନଙ୍କୁ ନିୟମିତ ନ କରନ୍ତି ତେବେ ଆସନ୍ତା ୨୨ ତାରିଖ ରେ ସମସ୍ତ ୧୭ ହଜାର ଶିକ୍ଷାସହାୟକ ବିଧାନସଭା ସମ୍ମୁଖରେ ଆନ୍ଦୋଳନ ଓ ବିକ୍ଷୋଭ କରିବବୋଲି ଚେତାବନୀ ଦେଇଛି ସଂଘ।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like