ପୁଣି ବଢ଼ିଲା ସ୍କୁଲ ଛୁଟି; ଜାଣନ୍ତୁ କେବେ ଖୋଲିବ ସ୍କୁଲ
ଭୁବନେଶ୍ୱର: ପୁଣି ବଢ଼ିଲା ଖରାଛୁଟି ଅବଧି। ପ୍ରବଳ ଖରା ଓ ଗରମକୁ ଦୃଷ୍ଟିରେ ରଖି ସରକାର ଖରାଛୁଟିକୁ ଅାଉ ୪ ଦିନ ପାଇଁ ବୃଦ୍ଧି କରିଛନ୍ତି। ଜୁନ ୨୧ ବଦଳରେ ଜୁନ୍ ୨୬ ତାରିଖରେ ସ୍କୁଲ ଖୋଲିବ।
ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ପୂର୍ବରୁ ଜୁନ ୧୭ ଯାଏ ଖରାଛୁଟି ଘୋଷଣା ହୋଇଥିବା ବେଳେ ଏହାକୁ ୨୧ ଯାାଏଁ ବଢାଇଥିବାବଳେ ପୁଣିଥରେ ୨୬କୁ ବୃଦ୍ଧି କରିଛନ୍ତି ସରକାର। ଛୁଟି ବୃଦ୍ଧି ପରେ ଅାସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ।
Chief Minister @Naveen_Odisha has announced to extend school holidays upto 25th June in #Odisha, to give relief to school going children from the extreme heat wave conditions.
— CMO Odisha (@CMO_Odisha) 19 June 2018