ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ଯୋଜନା

ଭୁବନେଶ୍ୱର : ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ବ୍ୟାପକ ଯୋଜନା। ମହାନଦୀର ହୀରାକୁଦ ତଳମୁଣ୍ଡରେ ନିର୍ମାଣ ହେବ ୭ଟି ପ୍ରକଳ୍ପ। ଜଳ ସେଚନରେ ବ୍ୟାପକ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପ ହେବ ବୋଲି ପ୍ରେସମିଟରେ ଜଳ ସଂପଦ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ମହାନଦୀର ଶାଖା ନଦୀ ଓ ଉପନଦୀରେ ବି କିଛି ପ୍ରକଳ୍ପ ହେବ ବୋଲିଜଳ ସଂପଦ ସଚିବ ପ୍ରଦୀପ ଜେନା କହିଛନ୍ତି।

You might also like