ଆମର ଲଢ଼େଇ ମାଟି ପାଇଁ, ପାର୍ଟି ପାଇଁ ନୁହେଁ : ବିଶ୍ୱଭୂଷଣ

ଭୁବନେଶ୍ୱର : ବିଜେଡିର ମହାନଦୀ ଲଢ଼େଇ ନେଇ ପ୍ରଶ୍ନ ଉଠାଇଲା ବିଜେପି। ବିଜେଡିର ମହାନଦୀ ଲଢେଇ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଲଢ଼େଇର କ୍ଷେତ୍ର ଟ୍ରିବ୍ୟୁନାଲ୍ ନା ରାଜରାସ୍ତା ସ୍ପଷ୍ଟ କରୁ ବିଜେଡି। ସବୁ ଶକ୍ତି ଖଟାଇ ଟ୍ରିବ୍ୟୁନାଲରେ ଲଢ଼ନ୍ତୁ, ଆମେ ସାଥିରେ ଅଛୁ। ପ୍ରବଞ୍ଚନା କରି ଭୋଟ୍ ବ୍ୟାଙ୍କ ପାଇଁ ରାସ୍ତାରେ ଆନ୍ଦୋଳନ ନ କରନ୍ତୁ। ବିଜେପିର ମତ ଆଗରୁ ସ୍ପଷ୍ଟ ଥିଲା, ଏବେ ବି ସ୍ପଷ୍ଟ ଅଛି ବୋଲି ସେ କହିଛନ୍ତି।

ଆମର ଲଢ଼େଇ ମାଟି ପାଇଁ, ପାର୍ଟି ପାଇଁ ନୁହେଁ ବୋଲି ସେ କହିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ନିନ୍ଦନୀୟ ବୋଲି ମଧ୍ୟ କହିଛନ୍ତି ବିଶ୍ୱଭୂଷଣ। ପ୍ରଧାନମନ୍ତ୍ରୀ କାହିଁକି ରୋକ୍ ଲଗାଉ ନାହାନ୍ତି ଅଭିଯୋଗ ନେଇ ମଧ୍ୟ ମତ ରଖିଛନ୍ତି। ସଂଘୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଚାହିଁଲେ ବି ରୋକ ଲଗାଇ ପାରିବେନି ସୁପ୍ରିମକୋର୍ଟ ଚାହିଁଥିଲେ ଅନ୍ତରୀଣ ନିର୍ଦ୍ଦେଶ ଦେଇ ପାରିଥାନ୍ତେ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୪୨ କରୋନା ଆକ୍ରାନ୍ତ ଚିହ୍ନଟ

ମନ୍ଦିର ଖୋଲିବାକୁ ମଙ୍ଗିଲେନି ସରକାର

ଜେପି ନଡ୍ଡାଙ୍କୁ ଭେଟିଲେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ରାଜ୍ୟର ୧୪ ଜଣ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

You might also like