ବିଧାନସଭାରେ ପାସ୍ ହେଲା ସଂଶୋଧିତ ଓଡ଼ିଆ ଭାଷା ଆଇନ୍ ବିଲ୍‌

ଭୁବନେଶ୍ୱର : ଏଣିକି ଓଡିଆ ଭାଷା ବ୍ୟବହାରରେ ଖିଲାପ କଲେ ସରକାରୀ କର୍ମଚାରୀଙ୍କୁ ମିଳିବ ଦଣ୍ଡ। ବିଧାନସଭାରେ ପାରିତ ହୋଇଥିବା ଓଡିଶା ସରକାରୀ ଭାଷା ସଂଶୋଧନ ବିଲରେ ରହିଛି ଏ ବ୍ୟବସ୍ଥା। ସେହିପରି ସରକାରୀ କାମରେ ଓଡିଆ ଭାଷାର ବ୍ୟାପକ ବ୍ୟବହାର କଲେ କର୍ମଚାରୀଙ୍କୁ ପ୍ରୋତ୍ସାହନ ବି ମିଳିବ।

ଦୋକାନରେ ଓଡିଆରେ ନ ଲେଖିଲେ ମିଳିବ ଦଣ୍ଡ। ପ୍ରଥମ ଖିଲାପକାରୀଙ୍କୁ ହଜାରେ ଓ ସର୍ବାଧିକ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। ପୁନର୍ବାର ଖିଲାପ କଲେ ୨ ହଜାର ଓ ସର୍ବାଧିକ ୨୫ ହଜାର ଟଙ୍କା ଜୋରିମାନା ଆଦାୟ ହେବ।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like