ରାଜ୍ୟରେ ନୂଆ ସବ୍‌ ଡିଭିଜନ ଗଠନ ନେଇ କୌଣସି ଯୋଜନା ନାହିଁ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ନୂଆ ସବ୍‌ଡିଭିଜନ ଗଠନ ନେଇ କୌଣସି  ଯୋଜନା ନାହିଁ।  ଭବିଷ୍ୟତରେ ସାଧାରଣ ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଭିତ୍ତିକରି ନୂଆ ସଡଡିଭିଜନ ଖୋଲାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି।

ମନ୍ତ୍ରୀଙ୍କ ଏହି ଘୋଷଣା ପରେ ପଟ୍ଟାମୁଣ୍ଡାଇବାସୀଙ୍କ ସବଡିଭିଜନ୍ ମାନ୍ୟତା ଆଶା ମଉଳି ଯାଇଛି।  କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇକୁ ନୂଆ ସବ୍‌ଭିଜନର ମାନ୍ୟତା ଦାବିରେ ବିଭିନ୍ନ ଦଳ ପକ୍ଷରୁ ଆନ୍ଦୋଳନ ହୋଇ ଆସୁଥିବା ବେଳେ ମନ୍ତ୍ରୀଙ୍କ ଏହି ଘୋଷଣା ଅଞ୍ଚଳବାସୀଙ୍କୁ ନିରାଶ କରିଛି।

You might also like