ମେଘାଳୟରେ ସରକାର ଗଠନ କରିବ NDA!

ନୂଆଦିଲ୍ଲୀ: ନାଗାଲାଣ୍ଡ ଓ ତ୍ରିପୁରା ଭଳି ମେଘାଳୟରେ ବି ସରକାର ଗଠନ କରିବାକୁ ଯାଉଛି NDA। ନିର୍ବାଚନରେ ଅଧିକ ସିଟରେ କଂଗ୍ରେସର ବିଜୟ ସତ୍ତ୍ୱେ BJP ସମର୍ଥନରେ ମେଘାଳୟରେ ସରକାର ଗଢିବ NPP।

NPP ନେତା କନ୍ରାଡ୍ ସାଙ୍ଗମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି  NPPକୁ BJP, UDP ଓ HSPDP ସମର୍ଥନ ଜଣାଇଥିବା ନେଇ ଦାବି ରଖିଛନ୍ତି।

ଆସନ୍ତା ୬ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ କନ୍ରାଡ୍ ସାଙ୍ଗାମା ଶପଥ ନେଇପାରନ୍ତି।  ମେଘାଳୟ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ୨୧ଟି ସିଟ୍ ମିଳିଥିବା ବେଳେ ବିଜେପିକୁ ମିଳିଥିଲା ମାତ୍ର ୨ଟି ସିଟ୍  ସେହିପରି ଏନ୍ପିପିରୁ ୧୯, ୟୁଡିପିରୁ ୬ଜଣ ନିର୍ବାଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀଙ୍କ ‘ଭ୍ୟାକ୍ସିନ ଯାତ୍ରା’: ଟିକା ପ୍ରସ୍ତୁତକାରୀ ଲ୍ୟାବ ଯାଇ ସମୀକ୍ଷା କରିବେ

ନ୍ୟୁଜିଲାଣ୍ଡ ମନ୍ତ୍ରୀମଣ୍ଡଳରେ ଭାରତୀୟ ମହିଳା

ଦୁଲ୍‌ହାକୁ AK-47 ଗିଫ୍ଟ କଲେ ମହିଳା

ବୈଜ୍ଞାନିକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଦ୍ୱିତୀୟ ତ୍ରୟମାସିକ ଜିଡିପି ଗ୍ରୋଥ୍ -୭.୫%; ସିଇଏ କହିଲେ ସୁଧୁରୁଛି ଅର୍ଥବ୍ୟବସ୍ଥା

୧୪ ବର୍ଷର ଜଣେ ବାଳକଙ୍କୁ ଫୋନ୍‌ କରି ଡାକିଲେ ଆମେରିକାର ଉପରାଷ୍ଟ୍ରପତି

କମୁଛି ମାଉଣ୍ଟ ଏଭରେଷ୍ଟର ଉଚ୍ଚତା !

ଫୌଜଦାରୀ ଆଇନ ଆକ୍ରୋଶ ପାଇଁ ଅସ୍ତ୍ର ନ ପାଲଟୁ

କଙ୍ଗନାଙ୍କ ମୁମ୍ବାଇ ଅଫିସ ଭଙ୍ଗାରୁଜା ଘଟଣା; ବିଏମ୍‌ସିକୁ ଭର୍ତ୍ସନା କଲେ ହାଇକୋର୍ଟ

କମିଲା ସୁନା, ରୂପା ଦର

କୃଷି ଆଇନ ବିରୋଧରେ ଚାଷୀଙ୍କ ରଣହୁଙ୍କାର; ଟିଅର ଗ୍ୟାସ ଛାଡ଼ି ଅଟକାଉଛି ପୋଲିସ

ସମୁଦ୍ର ମଝିରେ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ

You might also like