ଆଜି ସରୁଛି ନବୀନଙ୍କ ଚତୁର୍ଥ ପାଳିର ଚତୁର୍ଥ ବର୍ଷ

ଭୁବନେଶ୍ୱର: ଆଜି ନବୀନ ସରକାରଙ୍କ ଚତୁର୍ଥ ଇନିଂସ୍‌ର ଚତୁର୍ଥ ବର୍ଷ ଶେଷ ହେଉଛି। ଏନେଇ ଆଜି ବସୁଛି ବିଜେଡ଼ି ମନ୍ତ୍ରୀ ପରିଷଦ ବୈଠକ। ନିର୍ବାଚନ ବର୍ଷ ହୋଇଥିବାରୁ ଫୋକସ୍‌ରେ ରହିପାରେ ୨୦୧୪ରେ ବିଜେଡ଼ିର ନିର୍ବାଚନୀ ଇସ୍ତାହାର।

ଭୋଟରଙ୍କ ପାଖକୁ ଯିବା ପୂର୍ବରୁ ଇସ୍ତାହାର ମୁତାବାକ କେତେ କାମ ହୋଇଛି ସେ ନେଇ ତର୍ଜମା କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଓ ସମସ୍ତ ମହାବିଦ୍ୟାଳୟରେ କ୍ୟାରିୟର୍ କାଉନସିଲିଂ ସୁବିଧା ପାଇଁ ଇସ୍ତାହାରରେ କରାଯାଇଥିବା ଘୋଷଣା ଏବେ ବି ଶୀତଳ ଭଣ୍ଡାରରେ ରହିଛି।

ଦକ୍ଷତା ବିକାଶ ଦିଗରେ ପଦକ୍ଷେପ ନେଇଥିଲେ ବି ପ୍ରତି ପଞ୍ଚାୟତରୁ ୧୫୦ ଜଣ ଯୁବକ- ଯୁବତୀଙ୍କୁ ଟ୍ରେନିଂ ଦିଆଯାଇ ବ୍ୟବସାୟ ଲାଗି ଋଣ ଓ ରିହାତି ଦେବାକୁ ଯେଉଁ ଘୋଷଣା କରିଥିଲେ ସେଥିରେ ସଫଳ ହୋଇନାହାନ୍ତି। ୩୦ ବର୍ଷ ବୟସରୁ ଅଧିକ ବର୍ଷର ଅବିବାହିତ ମହିଳାଙ୍କୁ ଘୋଷଣା ମୁତାବକ ପେନ୍‌ସନ୍‌ ଦିଆଯାଇ ପାରିନାହିଁ। ସେପଟେ ଦଳ କହିଛି ୮୦ ପ୍ରତିଶତ ପ୍ରତିଶ୍ରୁତି ପୂରଣ କରାଯାଇଛି, ବଳକା କାମ ଶୀଘ୍ର ହେବ।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like