ଆସିକା ସବ୍‌ଜେଲରୁ ମୋବାଇଲ୍ ଫୋନ୍ ଓ ବହୁ ପରିମାଣର ମାଦକଦ୍ରବ୍ୟ ଜବତ

ବ୍ରହ୍ମପୁର : ଗଞ୍ଜାମ ଆସିକା ସବ୍‌ଜେଲରେ ଜିଲ୍ଲା ପ୍ରଶାସନର ଅତର୍କିତ ଚଢାଉ। ଚଢାଉରେ ୨୦ ହଜାର ଟଙ୍କା, ୫ଟି ମୋବାଇଲ୍ ଫୋନ୍, ୨ଟି ଚାର୍ଜର ଏବଂ ବହୁ  ପରିମାଣର ମାଦକଦ୍ରବ୍ୟ ଜବତ ହୋଇଛି।

ଆସିକା ସବ୍‌ଜେଲରେ ହୋଇଥିବା ଚଢାଉରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଆସିକା ଉପଖଣ୍ଡ ପୋଲିସ୍‌ ଅଧିକାରୀ, ଆସିକା,ସୋରଡ଼ା,ଶେରଗଡ଼ ଓ ବଡ଼ଗଡ଼ ଥାନା ଅଧିକାରୀ ସାମିଲ୍‌ ହୋଇଥିଲେ।

 

ଆହୁରି ପଢ଼ନ୍ତୁ

You might also like