କାନାରା ବ୍ୟାଙ୍କ ଶାଖାରୁ ଲୁଟ୍

କଟକ  : କଟକ ଅଡ଼ଶପୁରର ଉତ୍ତାରଣ କାନାରା ବ୍ୟାଙ୍କ ଶାଖାରୁ ଲୁଟ୍। କଟକ କାନାରା ବ୍ୟାଙ୍କ ଶାଖାରୁ ବିଳମ୍ବିତ ରାତିରେ ଲୁଟ୍ ହୋଇଛି। ବ୍ୟାଙ୍କର ମୁଖ୍ୟ ଫାଟକ ସହ ଲକର୍ ଭଙ୍ଗାଯାଇଛି। ଲୁଟ୍ ନେଇ ବ୍ୟାଙ୍କ ପକ୍ଷରୁ ଡିମିରି ଫାଣ୍ଡିରେ ଏତଲା ହୋଇଛି।

ଘଟଣା ପରେ ପୋଲିସ ପହଞ୍ଚି ତଦନ୍ତ ଜାରି ରହିଛି। ତେବେ ବ୍ୟାଙ୍କରୁ କେତେ ଟଙ୍କା ଏବଂ କଣ ଲୁଟ୍ ହୋଇଛି ସେ ନେଇ  ସ୍ପଷ୍ଟ ସୂଚନା ମିଳିନାହିଁ ।

You might also like