IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: IPS ସ୍ତରରେ ଅଦଳବଦଳ ହୋଇଛି। ସୋମବାର ଓଡ଼ିଶା କ୍ୟାଡ଼ର ବରିଷ୍ଠ ପୁଲିସ ଅଧିକାରୀ ସ୍ତରରେ ପୁଣି  ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।

ଆଇପିଏସ୍‌ ଜୟନାରାୟଣ ପଙ୍କଜଙ୍କୁ କେନ୍ଦୁଝର ଏସ୍‌ପି ଦାୟିତ୍ୱ ମିଳିଛି। କ୍ରାଇମବ୍ରାଞ୍ଚର ଏସ୍‌ପି ଦାୟିତ୍ୱ ପଣ୍ଡିତ ରାଜେଶ ଉତ୍ତମ ରାଓ, ନୀତି ଶେଖରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି, ପ୍ରକାଶ ଆରଙ୍କୁ ଜଗତସିଂହପୁର ଏସ୍‌ପି, ରବୀନ୍ଦ୍ର କୁମାର ମହାପାତ୍ରଙ୍କୁ ଏସ୍‌ଆଇଡବ୍ଲୁ ଏସ୍‌ପି, ଗଗନ ବିହାରି କରଙ୍କୁ ପିଟିଆଇ ଏସ୍‌ପି, ଅଶ୍ୱିନୀ କୁମାର ମହାନ୍ତିଙ୍କୁ ଝାରସୁଗୁଡ଼ା ଏସ୍‌ପି, ସୁଧୀର କୁମାର ବେହେରାଙ୍କୁ କଟକ ପିଏମଟି ଏସ୍‌ପି ଦାୟିତ୍ୱ ମିଳିଛି।

 

You might also like
Comments
Loading...