କୁନିଝିଅକୁ କିଏ ଦେବ ସୁରକ୍ଷା? ଚିନ୍ତାରେ ସାରା ଓଡ଼ିଶା

କାନ୍ଦୁଛି କୁନିଝିଅ। ଅସୁରକ୍ଷିତ ହୋଇପଡ଼ିଛି ଆମ ଘରର ଲକ୍ଷ୍ମୀ। ଘରେ, ବାହାରେ, ସବୁଠି ତା’ ପାଇଁ ଜଗି ବସିଛି ବିପଦ। ଆଜି କେଉଁଠି ବି ସୁରକ୍ଷିତ ନୁହେଁ ନାବାଳିକା। ଯେଉଁ ବୟସରେ ସେ ଖେଳି ବୁଲି ସଂସାରକୁ ଉପଭୋଗ କରିବା କଥା, ସେହି ସମୟରେ ତା ଉପରେ ପଡୁଛି ଲୋଲୁପ ନଜର।

ଆଇନ୍ କଡ଼ାକଡ଼ି ହେଉଛି, ଘଟଣାର ପ୍ରତିବାଦ ବି କରାଯାଉଛି, କିନ୍ତୁ ଥମୁନି ନାବାଳିକାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଘଟଣାଅ। ସେ ସାଲେପୁର ହେଉ କି ସମ୍ବଲପୁର, ନୀଳଗିରି ହେଉକି ପଟ୍ଟାମୁଣ୍ଡାଇ, ବ୍ୟାଧି ଭଳି ବଢ଼ିଚାଲିଛି ନାବାଳିକା ଦୁଷ୍କର୍ମ ଭଳି କୁତ୍ସିତ ଘଟଣା।

ଆମ ପୂରା ବ୍ୟବସ୍ଥା ଯେମିତି ନାଚାର ଓ ବଧିର ହୋଇପଡ଼ିଛି। କାହାରି କାନକୁ କ’ଣ ଶୁଭୁନି ଅସହାୟ କୁନି ଝିଅଟିର କାନ୍ଦ? କାହିଁକି ବାରମ୍ବାର ଘଟିଚାଲିଛି ଏ ଲଜ୍ଜାଜନକ ଘଟଣା? କିଏ ଏଥିପାଇଁ ଦାୟୀ? ଏ ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ଓଟିଭି ଆରମ୍ଭ କରିଛି ସ୍ୱତନ୍ତ୍ର ଅଭିଯାନ- କାନ୍ଦୁଛି କୁନିଝିଅ। ଶୁଣନ୍ତୁ କ’ଣ କହୁଛନ୍ତି ବିଭିନ୍ନ ବର୍ଗଙ୍କ ଲୋକ।

ଆହୁରି ପଢ଼ନ୍ତୁ

ଆଉ ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ଏଥର ଏହି ଜିଲ୍ଲାରେ ସର୍ବାଧିକ

Puri Rath Yatra 2020: ଗଜପତି ମହାରାଜାଙ୍କ ଚିଠି ପରେ କାହିଁକି ମୁହଁ ଖୋଲୁ ନାହାନ୍ତି ମୁଖ୍ୟମନ୍ତ୍ରୀ ?

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ

Puri Rath Yatra 2020:ଶ୍ରୀମନ୍ଦିର ଭିତରେ କେମିତି ହେବ ବିଧିରକ୍ଷା; ସନ୍ଧ୍ୟାରେ ନିଷ୍ପତ୍ତି

କରୋନା ଅପ୍‌ଡେଟ୍: ୨୪ ଘଣ୍ଟାରେ ଦେଶରେ ୩୩୪ ଜଣଙ୍କ ମୃତ୍ୟୁ

ଏଜି ପକ୍ଷ ରଖିଲେ ମୁଖା ଖୋଲିଯିବ ସେଥିପାଇଁ ହରିଶ୍ ସାଲ୍‌ଭେଙ୍କୁ ନିୟୋଜିତ କରାଯାଇଥିଲା କି ?

‘ଭାଙ୍ଗିଗଲା ୫୦୦ ବର୍ଷର ପରମ୍ପରା’

ଆଜି ୯୭ କରୋନା ଆକ୍ରାନ୍ତ ସୁସ୍ଥ

ରଥଯାତ୍ରା ବନ୍ଦ ନେଇ କ’ଣ କହିଲେ ଗଜପତି ମହାରାଜା ?

‘ମୁହଁ ନ ଖୋଲି ରଥଯାତ୍ରା ବନ୍ଦ କଲେ, ଜଗନ୍ନାଥ ସବୁ ଦେଖୁଛନ୍ତି’

ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ: ଆସନ୍ତାକାଲି ଶୁଣାଣି

ସହିଦ ଦୁଇ ଓଡ଼ିଆଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପାରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

You might also like