୧୦ ବର୍ଷୀୟ ନାବାଳକ ଉଦ୍ଧାର

କଟକ  : କଟକ ଚାଉଳିଆଗଞ୍ଜରୁ ନାବାଳକ ଉଦ୍ଧାର। ଚାଉଳିଆଗଞ୍ଜ ନିଳାଦ୍ରୀବିହାର ଅଞ୍ଚଳର ଏକ ଘରୁ ୧୦ବର୍ଷର ନାବାଳକକୁ ଉଦ୍ଧାର କରିଛି କଟକ ଚାଇଲ୍ଡ ଲାଇନ। ପିଲାଟିକୁ ତାର ଜେଜେମା ଦୀର୍ଘ ଦିନ ଧରି ଶିକୁଳିରେ ବାନ୍ଧି ରଖିଥିଲେ।

ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଚାଉଳିଆଗଞ୍ଜ ପୋଲିସ ସହାୟତାରେ ଉଦ୍ଧାର କରି ସିଡବ୍ଲୁସିରେ ହାଜର କରିଛନ୍ତି। ନାବାଳକଟିର ବାପା ମାଆ କେହି ନଥିବା ଜଣାପଡିଛି। ସେ ଦୀର୍ଘ ଦିନ ହେବ ଜେଜେ ମାଙ୍କ ପାଖରେ ରହୁଥିଲା।

ଆହୁରି ପଢ଼ନ୍ତୁ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

You might also like