ରାଜଧାନୀରେ ଶିଶୁକନ୍ୟାକୁ ଦୁଷ୍କର୍ମ
ଭୁବନେଶ୍ୱର: ରାଜଧାନୀରେ ପୁଣି ଘଟିଛି ଏକ ଲଜ୍ଜାକର ଘଟଣା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ଜଣେ ୬୦ ବର୍ଷର ବୃଦ୍ଧକୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଏହି ଥାନା ଅନ୍ତର୍ଗତ ସତ୍ୟନଗର ଅଞ୍ଚଳରେ ଜଣେ ୧୦ ବର୍ଷର ଶିଶୁକନ୍ୟା ଏକୁଟିଆ ଖେଳୁଥିବା ବେଳେ ତାକୁ ଟେକି ନେଇ ବୃଦ୍ଧ ଜଣକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଆହୁରି ପଢ଼ନ୍ତୁ
ଶିଶୁକନ୍ୟାଟି ଘରେ ଜଣାଇବା ପରେ ଶିଶୁ କନ୍ୟାର ବାପା ଥାନାରେ ଅଭିଯୋଗ କରିଥିଲେ।