ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା

କଟକ: ଆସନ୍ତା ୨୦୨୦-୨୧ ବର୍ଷରୁ ବଦଳିବ ମାଟ୍ରିକ୍ ପରୀକ୍ଷା ଢ଼ାଞ୍ଚା।  ପରୀକ୍ଷାରେ ପଡୁଥିବା OMR ସିଟ୍ ଓ Multiple ଚଏସ୍  ପ୍ରଶ୍ନୋତ୍ତର ଉଠିଯିବ।

ସେହିପରି  ୨୦୧୯ ବର୍ଷରେ ମଧ୍ୟ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ସାମାନ୍ୟ ବଦଳିବ। ୩ଟି ସେଟ୍ ବଦଳରେ ୪ଟି ସେଟ୍ ପ୍ରଶ୍ନ ପଡ଼ିବ ଓ ୪ଟି ସେଟ୍‌ ପରସ୍ପର ଠୁ ଅଲଗା ହେବ। ମାଟ୍ରିକ ପରୀକ୍ଷାର୍ଥୀ ୫୦ ମାର୍କ ଅବ୍‌ଜେକ୍‌ଟିଭ୍‌ରୁ ୧୫ ଓ ୫୦ ମାର୍କ ସବ୍‌ଜେକଟିଭ୍‌ରୁ ୧୫ ନମ୍ୱର ରଖିବାକୁ ପଡ଼ିବ।

You might also like