ଏସିଡ୍ ଆକ୍ରମଣ ବନ୍ଦ ନେଇ ଗଣଦୌଡ଼

ଭୁବନେଶ୍ୱର: ଏସିଡ୍ ଆକ୍ରମଣ ବନ୍ଦ କରିବାକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ହୋଇଛି ଏକ ଗଣଦୌଡ଼। ଯାହାର ନାଁ ରଖାଯାଇଥିଲା ଷ୍ଟପ୍‌ଆଥନ୍।

କଳିଙ୍ଗ ଷ୍ଟାଡିୟମରେ INITIATIVE FOR SOCIAL DEVELOPMENT ପକ୍ଷରୁ ଆୟୋଜିତ ହୋଇଥିବା ଏହି ଗଣଦୌଡ଼କୁ ଉଦଘାଟନ କରିଥିଲେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।

ଏସିଡ୍ ମାଡ଼ର ଭୟାବହତା  ସଂପର୍କରେ ସଚେତନତା ସୃଷ୍ଟି କରିବା,  ଏସିଡ୍ ପୀଡ଼ିତାଙ୍କୁ ଚିହ୍ନଟ କରି ସ୍ୱୀକୃତି ଦେବା, ସେମାନଙ୍କୁ କର୍ମ ନିଯୁକ୍ତି ଦେଇ ଥଇଥାନ କରିବା, ଆର୍ଥିକ, ଆଇନଗତ ଭାବେ ସାହାଯ୍ୟ କରିବା, ପୀଡ଼ିତାଙ୍କୁ ନୈତିକ ସମର୍ଥନ କରିବା ଲକ୍ଷ୍ୟରେ ଏହି ଗଣଦୌଡ଼ ଆୟୋଜନ କରାଯାଇଥିଲା।

ପ୍ରମୋଦିନୀ ରାଉଳ, ମାନିନୀ ବିଷୋଇଙ୍କ ପରି ଅନେକ ଏସିଡ୍ ପୀଡ଼ିତା ଏହି ଗଣଦୌଡ଼ରେ ଭାଗ ନେଇ ନିଜ ଗୋଡ଼ରେ ଛିଡ଼ା ହେବାକୁ ଅନ୍ୟ ପୀଡ଼ିତାଙ୍କୁ ଆହ୍ୱାନ ଦେଇଥିଲେ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ୩ ଜୀବନ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ଦୈନିକ ସାଢେ ୪ ଘଣ୍ଟା ହେବ ଗୃହ କାର୍ଯ୍ୟ

‘ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ମନେପଡ଼େ ନିର୍ବାଚନ ମଣ୍ଡଳୀ କଥା’

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

You might also like