କମ୍ବିଂ ଅପରେସନ ବେଳେ ମାଓବାଦୀ ମୃତ

ମାଲକାନଗିରି: ବିଚ୍ଛିନ୍ନାଞ୍ଚଳରେ ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କମ୍ବିଂ ବେଳେ ୨ଟି ବନ୍ଧୁକ ଜବତ ହୋଇଛି।

SOG, ଗ୍ରେହାଉଣ୍ଡ ଓ ବିଏସଏଫ୍‌ର ମିଳିତ ଉଦ୍ୟମରେ ଏହି ଅପରେସନ ଚାଲିଥିଲା ବୋଲି ଏଡିଜି ଆର ପି କୋଚେ ଏହି ସୂଚନା ଦେଇଛନ୍ତି।  କମ୍ବିଂ ଅପରେସନ ଜାରି ରହିଛି ବୋଲି ପୋଲିସ ଡିଜି ଆର ପି ଶର୍ମା କହିଛନ୍ତି।

You might also like