ମାଲକାନଗିରି ସୀମାନ୍ତରେ ପୁଣି ମାତିଲା ଲାଲବାହିନୀ

ମାଲକାନଗିରି:  ମାଲକାନଗିରି ସୀମାନ୍ତରେ ପୁଣି ମାତିଲା ଲାଲବାହିନୀ। ଛତିଶଗଡ଼ ସୁକମା ଜିଲ୍ଲା ଭଟିଗୁଡ଼ାରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି।

ଘରୁ ଟେକିନେଇ ଜଙ୍ଗଲ ଭିତରେ ସଂପୃକ୍ତ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାର ପ୍ରକୃତ କାରଣ କଣ, ସେନେଇ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ୍ ଇନଫରମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୩ ଦିନ ତଳୁ ମାଓବାଦୀ ସଂପୃକ୍ତ ବ୍ୟକ୍ତିଙ୍କୁ ଅପହରଣ କରିନେଇଥିଲେ। ଆଉ ତାପରେ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।

ସେହିପରି ରାଲେଗଡ଼ାରୁ ଚିନ୍ତଲଡ଼ୋଲି ମଧ୍ୟରେ ଏସାର୍ କମ୍ପାନୀର ଏକ ପାଇପ୍ ଲାଇନକୁ ମାଓବାଦୀମାନେ କାଟି ଦେଇଥିବା ସୂଚନା ମିଳିଛି। ଫଳରେ ଛତିଶଗଡ଼ର କିରଣ୍ଡୋଲ୍ ଏବଂ ବିଶାଖାପାଟଣା ମଧ୍ୟରେ ଲୌହଗୁଣ୍ଡ ପରିବହନରେ ବାଧା ଉପୁଜିଛି।

ଆହୁରି ପଢ଼ନ୍ତୁ

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

ବିଜେଡିକୁ ଜନବିରୋଧୀର ସଂଜ୍ଞା ପଚାରିଲେ ପ୍ରଦୀପଙ୍କ ପତ୍ନୀ

ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

‘ମୁଁ କୌଣସି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରି ନାହିଁ’

‘ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି’

You might also like