କୋରାପୁଟ-ମାଲକାନଗିରି ସୀମାନ୍ତରେ ମାଓ ପୋଷ୍ଟର

କୋରାପୁଟ : କୋରାପୁଟ ମାଲକାନଗିରି ସୀମାନ୍ତ ବଡଡୁରାଲ ରାସ୍ତାରେ ଲାଗିଛି ମାଓ ପୋଷ୍ଟର। ବିଏସଏଫ୍ ଯବାନମାନଙ୍କୁ ସୂଚନା ଦେଉଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ ଯିଆଯିବ ବୋଲି ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓ ସଙ୍ଗଠନ।

ସିପିଆଇ ମାଓବାଦୀ ମାଲକାନଗିରି ଡିଭିଜନ ପକ୍ଷରୁ ଲାଗିଛି ଏହି ପୋଷ୍ଟର। ଏହି ଅଞ୍ଚଳରେ ବିଭିନ୍ନ କାମ କରୁଥିବା ଠିକାଦାରମାନେ ମଧ୍ୟ ସେମାନଙ୍କ କାମରୁ ନିବୃତ ରହିବାକୁ ପୋଷ୍ଟରରେ ଚେତାବନୀ ଦେଇଛନ୍ତି ମାଓବାଦୀ। ଏହାର ଖିଲାପ ହେଲେ ଠିକାଦାରମାନଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦେବାକୁ ପୋଷ୍ଟରରେ ଧମକ ଦିଆଯାଇଛି।

କୋରାପୁଟ ଜିଲ୍ଲାର ଅନକାଡେଲି, ବାଜିଆମ୍ବ, ବାଦିଗଡ଼, ବଡଡୁରାଲ, ଅନଚୋହେଲ ସହ ୧୦ଟି ଗାଁର ଲୋକଙ୍କୁ ପୋଷ୍ଟରରେ ଏହି ଧମକ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଖାଲରେ ଖସି ପଡ଼ିଲା ବାଇକ୍‌, ଚାଲିଗଲା ୪ ନାବାଳକଙ୍କ ଜୀବନ

ବୌଦ୍ଧ ଧର୍ମରେ ଦୀକ୍ଷିତ ହେଲେ କୃଷ୍ଣଚନ୍ଦ୍ର ଶଗରିଆ

ସ୍ତ୍ରୀକୁ ଥାନାକୁ ଟେକି ଟେକି ଆଣିଲେ ବୃଦ୍ଧ

କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ତଦନ୍ତ କମିଶନ

ଜଲାପୁଟ ଡ୍ୟାମର ୩ଟି ଗେଟ୍‌ ବନ୍ଦ କରିଦେଲେ ଲୋକେ

ଚାରିଆଡେ କୁଆପଥରର ଘନ ଆସ୍ତରଣ, ଦେଖନ୍ତୁ ଭିଡ଼ିଓ

ଶୌଚ ପାଇଁ ଯାଇଥିବାବେଳେ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଜାରି

୩ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ସ୍କୁଲରେ ଛାତ୍ରଙ୍କୁ ଛାତ୍ରଙ୍କ ମାଡ ମାରିଥିବା ଅଭିଯୋଗ : ଥାନାରେ ମାମଲା ପରେ ପୋଲିସ୍‌ର ତଦନ୍ତ ଜାରି

ମାଟି ଅତଡା ଖସି ୨ଶ୍ରମିକଙ୍କ ମୃତ୍ୟୁ ଓ ଜଣେ ଗୁରୁତର

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଇନ୍ ଡାଏ ଘୋଷଣା

You might also like