ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀର ହତ୍ୟା ଅଭିଯୋଗ

ମୟୂରଭଞ୍ଜ : ସ୍ତ୍ରୀକୁ ପଥରରେ ଛେଚି ହତ୍ୟା। ମୟୂରଭଞ୍ଜ ଜିଲ୍ଲା କେନ୍ଦୁଘୁଟ ଗାଁରେ ଘଟିଛି ଏଭଳି ଅମାନବୀୟ ଘଟଣା। ମୃତକ ମହିଳା ଜଣକ ହେଲେ ପୂର୍ଣ୍ଣମୀ ଧିର। ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ସ୍ୱାମୀ କୁଆଡେ ଫେରାର ହୋଇଯାଇଛି।

ସୂଚନା ଅନୁସାରେ, ଗତ ମାସେ ହେବ ବାହାର ରାଜ୍ୟରେ କାମ କରି ଘରକୁ ଫେରିଥିଲେ ପୂର୍ଣ୍ଣମୀ। ହେଲେ ଗତକାଲି ପାରିବାରିକ କଳହକୁ ନେଇ ସ୍ୱାମୀ ସ୍ତ୍ରୀ ଅର୍ଜୁନ ଓ ପୂର୍ଣ୍ଣମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅର୍ଜୁନ ପଥରରେ ଛେତି ପୂର୍ଣ୍ଣମୀକୁ ହତ୍ୟା କରି କୁଆଡ଼େ ଫେରାର୍ ହୋଇଯାଇଛି। ସେପଟେ ସାଇଣ୍ଟିଫିକ୍‌ ଟିସ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

ଆହୁରି ପଢ଼ନ୍ତୁ

ରାଜ୍ୟରେ ସାପ କାମୁଡ଼ାରେ ମୃତ୍ୟୁହାରକୁ ନେଇ ଉଦ୍‌ବେଗ

ଅବହେଳିତ ମୟୁରଭଞ୍ଜର ଅମର୍ଦ୍ଦା ଏୟାରଷ୍ଟ୍ରିପ

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ମୟୂରଭଞ୍ଜ ସୁଲେଇପାଟ ଗାଁରେ ଗୁଳିକାଣ୍ଡ

ଅଙ୍ଗନୱାଡି କେନ୍ଦ୍ରର ପିଣ୍ଡାରୁ ୩ ମାସର ଶିଶୁକନ୍ୟା ଉଦ୍ଧାର

ଶିମିଳିପାଳ ଜୈବ ମଣ୍ଡଳରୁ ଧରାହେଲା ଉଡ଼ନ୍ତା ସାପ

ପୁଣି ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟିବାକୁ ସ୍କୁଲ ପାଚେରୀ ଡେଇଁଲେ ଶତାଧିକ ଛାତ୍ରଛାତ୍ରୀ : ସ୍କୁଲ ସମସ୍ୟା ଜଣାଇବାକୁ ଚାଲିଲେ ମାଇଲ ମାଇଲ ବାଟ

ନିଆଁ ଘେରରେ ଶିମିଳିପାଳ ଜଙ୍ଗଲ

ଅଜଣା ଗାଡ଼ି ଧକ୍କାରେ ମହିଳା ସରପଞ୍ଚଙ୍କ ମୃତ୍ୟୁ

ଅଭିନବ ଢଙ୍ଗରେ ପାଠପଢ଼ା ପାଇଁ ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକକୁ ଗ୍ଲୋବାଲ୍ ଆୱାର୍ଡ

ଏହି କାରଣ ପାଇଁ ରାଣୀ ମୁଖାର୍ଜୀ ନିଜ ସ୍ୱାମୀଙ୍କୁ ନିତି ଗାଳି କରନ୍ତି !

You might also like