୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ କକା

କଟକ : କଟକ  ଜିଲ୍ଲା ବାଙ୍କୀରେ ଲଜ୍ଜା। ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଛି ସମ୍ପର୍କୀୟ କକା। ବାଙ୍କୀ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନାବାଳିକାଟି ଘରେ ଏକୁଟିଆ ଥିବା ସୁଯୋଗ ପାଇ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଛି।

ନାବାଳିକା ଜଣକ ଏ ସମ୍ପର୍କରେ କହିବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ। ବାଙ୍କୀ ପୋଲିସ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି।

You might also like