NRIଙ୍କ ଠାରୁ ଲୁଟ୍

ଭୁବନେଶ୍ୱର  : ଭୁବନେଶ୍ୱର ଏୟାରପୋର୍ଟ ବାହାରେ ଜଣେ NRIଙ୍କ ଠାରୁ ଲୁଟ୍ ଅଭିଯୋଗ। ଘାନାରୁ ଆସିଥିବା NRI ନିରଜ ଚାନ୍ଦନଙ୍କ ପରିବାର ଠାରୁ ଲକ୍ଷାଧତ୍କ ଟଙ୍କା ମୂଲ୍ୟର ସାମଗ୍ରୀ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ସ୍ତ୍ରୀ ଓ ଦୁଇ ପିଲାଙ୍କର ମୋଟ୍ ୯ଟି ପାସ୍‌ପୋର୍ଟ ସହ ୩ ହଜାର ଡଲାର, ଦାମୀ ଫୋନ୍, ନନ୍‌ସିଟିଜେନ୍ କାର୍ଡ ମଧ୍ୟ ଲୁଟ୍ ହୋଇଛି। ଏନେଇ ଏୟାର ଫିଲ୍‌ଡ ଥାନାରେ ଏତଲା ଦେଇଛନ୍ତି ନିରଜ ଚନ୍ଦନ।

 

ଆହୁରି ପଢ଼ନ୍ତୁ

You might also like