ପଥର ତଳୁ ଉଦ୍ଧାର ହୋଇପାରିନାହାନ୍ତି ୨ ଜେସିବି ଅପରେଟର

କୋରାପୁଟ: କୋରାପୁଟ ଜିଲ୍ଲାର ନିର୍ମାଣାଧୀନ ତେଲେଙ୍ଗିରି ପ୍ରକଳ୍ପ ଅଞ୍ଚଳରେ ପାହାଡ଼ ଧସିବା ଘଟଣାକୁ ୩୬ଘଣ୍ଟା ବିତିଥିଲେ ମଧ୍ୟ ଏବେବି ପଥର ତଳେ ଫସିଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ।

ଚାପି ରହିଥିବା ୨ଟି ଜେସିବି ମେସିନ୍‌କୁ ଗୋଟିଏ କଢ଼ାଯାଇଥିବା ବେଳେ ଅନ୍ୟଟି ଏବେବି ପଥର ତଳେ।

ଗତକାଲି ବିଶାଳକାୟ ପଥରକୁ ଘୁଞ୍ଚାଇବାକୁ ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ପକ୍ଷରୁ ଉଦ୍ୟମ କରାଯାଇଥଥିଲା।  କିନ୍ତୁ  ବିରାଟ ପଥର ଖଣ୍ଡକୁ ହଟାଇବାରେ ବିଫଳ ହୋଇଥିଲେ ଉଦ୍ଧାରକାରୀ ଦଳ।  ପଥର ଖଣ୍ଡକୁ ଘୁଞ୍ଚାଇବା ପାଇଁ ଏବେ ସେଠାକୁ କ୍ରେନ୍ ଆଣିବା ପାଇଁ ଯୋଜନା କରାଯାଉଛି।

ଆହୁରି ପଢ଼ନ୍ତୁ

୨୫ରୁ ପୁଣି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଜି ଭୁବନେଶ୍ୱରରୁ ଚିହ୍ନଟ ହେଲେ ୩୦୧ କରୋନା ଆକ୍ରାନ୍ତ

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦିଅ

୫ ଶହ ଟଙ୍କା ପାଇଁ ନାବାଳକଙ୍କୁ ପିଟି ପିଟି ମାରିଦେଲେ !

ରହସ୍ୟ ଘେରରେ ମା’-ଝିଅଙ୍କ ମୃତ୍ୟୁ: ୪ ଦିନ ହେଲା ପଡ଼ି ରହିଛି ମୃତଦେହ

ବିଜେଡି ଛାଡ଼ିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ରବୀନ୍ଦ୍ର ଜେନା

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ରୋଗୀ

Coronavirus Odisha News: ଦିନକରେ ୪,୨୩୭ କରୋନା ଆକ୍ରାନ୍ତ‌ ଚିହ୍ନଟ

‘ମୃତକଙ୍କ ହେବନି କୋଭିଡ୍-୧୯‌ ଟେଷ୍ଟ୍‌’

OJEE 2020: ଆଜି ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ

ଗୁପ୍‌ଚୁପ୍ ଖାଉଥିବା ବେଳେ ତଣ୍ଟିରେ ଲାଗିଗଲା ଗୁପ୍‌ଚୁପ୍, ଚାଲିଗଲା ଜୀବନ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

You might also like