ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ

କୋରାପୁଟ : ତାରାଙ୍କ ପରେ ଏବେ ମିନାକ୍ଷୀଙ୍କୁ ଟାର୍ଗେଟ କଲେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ମିନାକ୍ଷୀ ବାହିନୀପତିଙ୍କୁ ପୁଣି ଥରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି କରାଯିବାକୁ ସେ ନାପସନ୍ଦ କରିଛନ୍ତି। କୃଷ୍ଣଚନ୍ଦ୍ର କହିଛନ୍ତି, ମିନାକ୍ଷୀଙ୍କୁ ସଭାପତି କରାଯିବା ବୃଥା। ସେ ନିର୍ବାଚନ ବେଳେ ଦଳକୁ ସହଯୋଗ କରିନଥିଲେ।

ସେହିଭଳି ତାରାଙ୍କ ଉପରେ ପୁଣି ବର୍ଷିଛନ୍ତି କୃଷ୍ଣ। ଅଭିଯୋଗ କରିଛନ୍ତି ଯେ, ତାରାଙ୍କୁ ଟିକେଟ ନମିଳିବାରୁ ବିଜେପିକୁ ଯାଇଥିଲେ, ପୁଣି କଂଗ୍ରେସକୁ ଫେରିବା ପରେ ତାଙ୍କୁ ଥଇଥାନ କରାଯାଇଛି। ନିଜ ଦମ୍‌ରେ ନିର୍ବାଚନ ଜିତିଥିବା ବେଳେ ଏହା ପଛରେ ତାରା କିମ୍ବା ମିନାକ୍ଷୀଙ୍କ କୌଣସି ଭୂମିକା ନଥିବା କୃଷ୍ଣ କହିଛନ୍ତି। ତେବେ କୃଷ୍ଣଙ୍କ ଏ ଅଭିଯୋଗ ନେଇ ମୀନାକ୍ଷୀ କିମ୍ବା ତାରାଙ୍କ ପ୍ରତିକ୍ରିୟା ମିଳିପାରିନି।

ଆହୁରି ପଢ଼ନ୍ତୁ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

You might also like